ନୂଅା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ
ଭୁବନେଶ୍ୱର : ନୂଅା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଅାଇଏଏସ୍ ଅସିତ ତ୍ରିପାଠୀ । ଗତକାଲି ଅାର୍. ବାଲ୍କ୍ରିଷ୍ଣନ୍ଙ୍କ ସ୍ଥାନରେ ଅସିତ୍ ତ୍ରିପାଠୀଙ୍କୁ ନିଯୁକ୍ତ କରିଥିଲେ ରାଜ୍ୟ ସରକାର।
ଆହୁରି ପଢ଼ନ୍ତୁ
ଉନ୍ନୟନ କମିଶନର ସହ ଗୃହ ବିଭାଗ ACS ଦାୟିତ୍ୱରେ ରହିବେ ଅସିତ୍ ତ୍ରିପାଠୀ । ଗତକାଲି ଉନ୍ନୟନ କମିଶନର ବାଲକ୍ରିଷ୍ଣନ ଚାକିରିରୁ ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା।