• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି। ହେଲେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହ ଭିତରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଗୃହ ଭିତରେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିବା ଶୈଳୀରେ ସଦସ୍ୟମାନଙ୍କୁ ଆପଣମାନେ ଖୁସି ତ ? ବୋଲି ପଚାରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଯେତେବେଳେ ଗୃହ ଭିତରକୁ ପ୍ରବେଶ କରିଥିଲେ, ତାରା ବାହିନୀପତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପଣ ଖୁସି ତ ସାର୍ ବୋଲି ପଚାରିଥିଲେ।

ମୁଖ୍ୟମନ୍ତ୍ରୀ ମଧ୍ୟ ତାରାଙ୍କ ଏହି ପ୍ରଶ୍ନରେ ମୁଣ୍ଡ ଟୁଙ୍ଗାରି ହଁ କରିଥିଲେ। ଏହାକୁ ନେଇ ଗୃହରେ କିଛି ସମୟ ପାଇଁ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ଏହି ଘଟଣାର ପ୍ରତିକ୍ରିୟା ରଖି ତାରା କହିଛନ୍ତି, ମୁଖ୍ୟମନ୍ତ୍ରୀ ମନ ଦୁଃଖରେ ଥିଲା ଭଳି ମୋତେ ଲାଗିଲା, ତେଣୁ ତାଙ୍କୁ ଏଭଳି ପଚାରିଦେଲି।

https://youtu.be/tqi5aEtixM8

Apana-mane-khusi-ta-tara-bahinipati-mimics-cm-naveens-famous-dialogue-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories