ମାଓ ବିରୋଧୀ ପୋଷ୍ଟର ଠାବ

କନ୍ଧମାଳ  : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରାଇପଙ୍ଗା ଗାଁରେ ମାଓ ବିରୋଧୀ ପୋଷ୍ଟର। ଲାଲବାହିନୀର PLGA ସପ୍ତାହକୁ ବର୍ଜନ କରିବାକୁ ପୋଷ୍ଟରରେ ଅାହ୍ୱାନ କରାଯାଇଛି। ଏଥିସହିତ ମାଓ ବିରୋଧୀ ପୋଷ୍ଟରରେ ଚପଲ ମାଳ ପକାଇ ବିରୋଧ କରାଯାଇଛି।

ଅାଣ୍ଟି ନକ୍ସଲ ପିପୁଲ୍ସ ପିସ୍ ଫୋରମ କନ୍ଧମାଳ ଜିଲ୍ଲା କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା କୁହାଯାଇଛି।

You might also like