ସୁସ୍ଥ ହେଲେ ୪୦୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୪୦୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୬ ହଜାର ୪ ଶହ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧାରୁ ସର୍ବାଧତ୍କ ୭୦୪, କଟକ-୩୮୬, ବାଲେଶ୍ୱରରୁ ୩୩୬, ନୂଆପଡ଼ା-୨୦୯, ଅନୁଗୁଳ- ୧୬୫, ମୟୂରଭଞ୍ଜ-୧୩୯, କେନ୍ଦୁଝର-୧୩୧, ଭଦ୍ରକ- ୧୨୫, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୨୩ ଲେଖାଏଁ, ଯାଜପୁର- ୧୧୬, ବରଗଡ଼- ୧୧୦, ଢେଙ୍କାନାଳ- ୧୦୭, ପୁରୀ- ୧୦୪ ସୁସ୍ଥ ହୋଇଛନ୍ତି।

ସେହିପରି ସୁନ୍ଦରଗଡ଼- ୮୨, ଝାରସୁଗୁଡ଼ା-୮୧, ନୟାଗଡ଼- ୭୯, ସମ୍ବଲପୁର- ୭୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୭୩ ଲେଖାଏଁ, ବଲାଙ୍ଗିରରୁ ୭୦, କୋରାପୁଟ- ୬୭, କନ୍ଧମାଳ- ୬୫, ବୌଦ୍ଧ- ୬୧, ସୁବର୍ଣ୍ଣପୁର-୪୬, ଗଞ୍ଜାମ ଓ ରାୟଗଡ଼ାରୁ ୪୨ ଲେଖାଏଁ, ଗଜପତିରୁ ୩୬, ମାଲକାନଗିରି- ୨୩, ଦେବଗଡ଼- ୧୫ ଏବଂ ଷ୍ଟେଟ୍ ପୁଲ୍‌ରୁ ୨୮୭ ସୁସ୍ଥ ହୋଇଛନ୍ତି।

 

You might also like