ସୁସ୍ଥ ହେଲେ ୪୦୪୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାର ୧୨୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩, କଟକ- ୪୬୬, ଷ୍ଟେଟ୍ ପୁଲ୍- ୩୧୩, ପୁରୀ- ୧୯୫, ଯାଜପୁର-୧୭୬, ଅନୁଗୁଳ- ୧୬୭, କନ୍ଧମାଳ- ୧୪୬, କେନ୍ଦ୍ରାପଡ଼ା- ୧୪୨, ନବରଙ୍ଗପୁର- ୧୩୩
ଜଗତସିଂହପୁର- ୧୩୦ ସୁସ୍ଥ ହୋଇଛନ୍ତି।

ଭଦ୍ରକ- ୧୧୮, ବାଲେଶ୍ୱର- ୧୧୫, ସମ୍ବଲପୁର- ୧୧୧, ମୟୂରଭଞ୍ଜ- ୧୦୮, କେନ୍ଦୁଝର- ୧୦୭, ବରଗଡ଼- ୧୦୬, ନୂଆପଡ଼ା- ୧୦୧, ରାୟଗଡ଼ା- ୯୯, ସୁନ୍ଦରଗଡ଼- ୯୮, ଝାରସୁଗୁଡ଼ା- ୮୧, କୋରାପୁଟ- ୬୪, ସୁବର୍ଣ୍ଣପୁର- ୬୧, କଳାହାଣ୍ଡି- ୫୩, ମାଲକାନଗିରି- ୪୮, ନୟାଗଡ଼- ୪୬, ବଲାଙ୍ଗିର- ୪୫, ଗଞ୍ଜାମ- ୩୯, ବୌଦ୍ଧ- ୩୫, ଢେଙ୍କାନାଳ- ୩୩, ଦେବଗଡ଼ରୁ ୧୬, ଗଜପତିରୁ ୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like