• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୨୦ ଓ ଲୋକାଲ କଣ୍ଟାକ୍ଟ କେସ ୨୨୯ ରହିଛି। ଏହାଛଡ଼ା ୩୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

https://twitter.com/bmcbbsr/status/1309082450887356416?s=20

ଆଜି ଆଚାର୍ଯ୍ୟବିହାରରୁ ୩, ବରମୁଣ୍ଡାରୁ ୫, ବିଜେବି ନଗରରୁ ୫, ଚନ୍ଦ୍ରଶେଖରପୁରରୁ ୬, ଡୁମ୍‌ଡୁମାରୁ ୩, ରସୁଲଗଡ଼ରୁ ୧୨, ନୟାପଲ୍ଲୀରୁ ୧୨, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୫, ଖଣ୍ଡଗିରିରୁ ୫, କଳିଙ୍ଗନଗରରୁ ୪, ଝାରପଡ଼ାରୁ ୯, ଜୟଦୁର୍ଗା ନଗରରୁ ୪, ଜାଗମରାରୁ ୫, ଆଇଆର୍‌ସି ଭିଲେଜରୁ ୩, ଓଲ୍‌ଡ ଟାଉନ୍‌ରୁ ୧୧, ପଟିଆରୁ ୯, ପାତ୍ରପଡ଼ାରୁ ୬, ପୋଖରୀପୁଟରୁ ୩, ସତ୍ୟବିହାରରୁ ୩, ଶୈଳଶ୍ରୀ ବିହାରରୁ ୭, ସହିଦ୍‌ ନଗରରୁ ୧୧, ନୀଳାଦ୍ରି ବିହାରୁ ୩, ଗଙ୍ଗ ନଗରରୁ ୪, ଗଣ୍ଡମୁଣ୍ଡାରୁ ୩, ବାଣୀ ବିହାର ଅଞ୍ଚଳରୁ ୪, ୟୁନିଟ୍‌-୯ରୁ ୬, ୟୁନିଟ୍‌-୮ରୁ ୭, ୟୁନିଟ୍‌-୬ରୁ ୬, ୟନିଟ୍‌-୪ରୁ ୩, ୟୁନିଟ୍‌-୩ରୁ ୫, ସୂର୍ଯ୍ୟ ନଗରରୁ ୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୯୮୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୧୧୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୬୮୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Another-349-corona-positive-identified-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories