ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୨୦ ଓ ଲୋକାଲ କଣ୍ଟାକ୍ଟ କେସ ୨୨୯ ରହିଛି। ଏହାଛଡ଼ା ୩୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

ଆଜି ଆଚାର୍ଯ୍ୟବିହାରରୁ ୩, ବରମୁଣ୍ଡାରୁ ୫, ବିଜେବି ନଗରରୁ ୫, ଚନ୍ଦ୍ରଶେଖରପୁରରୁ ୬, ଡୁମ୍‌ଡୁମାରୁ ୩, ରସୁଲଗଡ଼ରୁ ୧୨, ନୟାପଲ୍ଲୀରୁ ୧୨, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୫, ଖଣ୍ଡଗିରିରୁ ୫, କଳିଙ୍ଗନଗରରୁ ୪, ଝାରପଡ଼ାରୁ ୯, ଜୟଦୁର୍ଗା ନଗରରୁ ୪, ଜାଗମରାରୁ ୫, ଆଇଆର୍‌ସି ଭିଲେଜରୁ ୩, ଓଲ୍‌ଡ ଟାଉନ୍‌ରୁ ୧୧, ପଟିଆରୁ ୯, ପାତ୍ରପଡ଼ାରୁ ୬, ପୋଖରୀପୁଟରୁ ୩, ସତ୍ୟବିହାରରୁ ୩, ଶୈଳଶ୍ରୀ ବିହାରରୁ ୭, ସହିଦ୍‌ ନଗରରୁ ୧୧, ନୀଳାଦ୍ରି ବିହାରୁ ୩, ଗଙ୍ଗ ନଗରରୁ ୪, ଗଣ୍ଡମୁଣ୍ଡାରୁ ୩, ବାଣୀ ବିହାର ଅଞ୍ଚଳରୁ ୪, ୟୁନିଟ୍‌-୯ରୁ ୬, ୟୁନିଟ୍‌-୮ରୁ ୭, ୟୁନିଟ୍‌-୬ରୁ ୬, ୟନିଟ୍‌-୪ରୁ ୩, ୟୁନିଟ୍‌-୩ରୁ ୫, ସୂର୍ଯ୍ୟ ନଗରରୁ ୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୯୮୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୧୧୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୬୮୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like