ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ- ୩୬୬, ମୟୂରଭଞ୍ଜ- ୩୬୨, ଅନୁଗୁଳ- ୨୮୮, ଷ୍ଟେଟ୍ ପୁଲ୍- ୨୨୫, ଯାଜପୁର- ୧୫୫, କେନ୍ଦ୍ରାପଡ଼ା-୧୩୧, ବରଗଡ଼- ୧୦୪, ପୁରୀ-୧୦୩, ସମ୍ବଲପୁରରୁ ୯୩, କେନ୍ଦୁଝର- ୮୯, ଭଦ୍ରକ- ୮୪, ବଲାଙ୍ଗିର- ୮୨, ଜଗତସିଂହପୁର- ୭୬ ସୁନ୍ଦରଗଡ଼- ୭୨, ବୌଦ୍ଧ- ୬୪, ସୁବର୍ଣ୍ଣପୁର- ୫୩, ଝାରସୁଗୁଡ଼ା-୫୨ ସୁସ୍ଥ ହୋଇଛନ୍ତି।

ନୟାଗଡ଼- ୪୮, କଳାହାଣ୍ଡି- ୪୭, କନ୍ଧମାଳରୁ ୪୬, ଗଞ୍ଜାମ ଓ ନୂଆପଡ଼ାରୁ ୪୨ ଲେଖାଏଁ, ଢେଙ୍କାନାଳରୁ ୪୦, କୋରାପୁଟ- ୩୯, ମାଲକାନଗିରି- ୩୫, ବାଲେଶ୍ୱର- ୩୪, ଦେବଗଡ଼- ୨୨, ରାୟଗଡ଼ା- ୧୪, ନବରଙ୍ଗପୁର- ୧୩ ଓ ଗଜପତିରୁ ୧୦ ସୁସ୍ଥ ହୋଇଛନ୍ତି।

You might also like