ଦିନକରେ ସୁସ୍ଥ ହେଲେ ୨୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ୍ ୨ ଲକ୍ଷ ୩୮ ହଜାର ୫୩୫ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧାରୁ ସର୍ବାଧିକ ୪୫୭, କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୁଳ- ୧୮୨, କେନ୍ଦ୍ରାପଡ଼ା- ୧୫୦, ନୂଆପଡ଼ାରୁ ୧୪୨, ସୁନ୍ଦରଗଡ଼- ୧୦୬, ବାଲେଶ୍ୱର- ୯୪, ଯାଜପୁର- ୯୧, ଷ୍ଟେଟ୍ ପୁଲ୍- ୮୪
କଳାହାଣ୍ଡି- ୭୮, ବଲାଙ୍ଗିର- ୭୪, ମୟୂରଭଞ୍ଜ-୬୮, ମାଲକାନଗିରି- ୬୭, ଜଗତସିଂହପୁର- ୬୫, ନବରଙ୍ଗପୁର- ୬୨, ସୁବର୍ଣ୍ଣପୁରରୁ ୫୯ ସୁସ୍ଥ ହୋଇଛନ୍ତି।

ଝାରସୁଗୁଡ଼ା- ୫୬, ନୟାଗଡ଼- ୫୫, ରାୟଗଡ଼ା- ୫୪, କୋରାପୁଟ- ୫୧, କନ୍ଧମାଳ- ୪୩, ଭଦ୍ରକ- ୩୩, ଗଞ୍ଜାମ- ୩୧, ଢେଙ୍କାନାଳ- ୨୭, ବୌଦ୍ଧରୁ ୨୧, ଦେବଗଡ଼ରୁ ୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

You might also like