ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୫୭ ,୦୪୧କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧାରୁ ସର୍ବାଧିକ ୨୧୦, ଷ୍ଟେଟ୍‌ପୁଲ୍‌ରୁ ୯୩, ଅନୁଗୁଳ-୧୪୯, କଟକ-୧୪୦, ସୁନ୍ଦରଗଡ଼-୧୧୪, ବାଲେଶ୍ୱରରୁ ୧୦୪, ମୟୂରଭଞ୍ଜ, ନବରଙ୍ଗପୁରରୁ ୧୦୦ ଲେଖାଏଁ, ନୂଆପଡ଼ା-୯୯, ଯାଜପୁରରୁ ୮୬, ପୁରୀ-୮୦, କେନ୍ଦ୍ରାପଡ଼ା-୭୨, କଳାହାଣ୍ଡି-୬୮, ଜଗତସିଂହପୁରରୁ ୬୪, ମାଲକାନଗିରି-୬୩, ଝାରସୁଗୁଡ଼ା-୬୧, ବରଗଡ଼, ବଲାଙ୍ଗିରରୁ ୬୦ ଲେଖାଏଁ ସୁସ୍ଥ ହୋଇଛି।

ସମ୍ବଲପୁର-୫୭, ଭଦ୍ରକ-୫୧, କେନ୍ଦୁଝର-୪୯, ସୋନପୁରରୁ ୪୦, ନୟାଗଡ଼-୩୯, ବୌଦ୍ଧ ଓ କୋରାପୁଟରୁ ୩୧ ଲେଖାଏଁ, କନ୍ଧମାଳରୁ ୩୦, ଢେଙ୍କାନାଳ-୨୪, ଦେବଗଡ଼-୧୭, ଗଞ୍ଜାମ-୧୬, ରାୟଗଡ଼ା-୧୧, ଗଜପତି-୯ ସୁସ୍ଥ ହୋଇଛନ୍ତି।

You might also like