କରୋନା ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟର ତାଲିକା ପ୍ରକାଶ, ଓଡ଼ିଶାର ସ୍ଥାନ ୧୧

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର୍ ହୋଇ ଗୁରୁବାର ସୁଦ୍ଧା ସଂଖ୍ୟା ୬୦୪,୬୧୪ରେ ପହଞ୍ଚିଥିବାବେଳେ ସୁସ୍ଥ ସଂଖ୍ୟା ୩,୫୯୮୫୯ ରହିଛି। ତେବେ କେଉଁ ରାଜ୍ୟରେ କେତେ ପରିମାଣରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେ ନେଇ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।

ଏହି ତାଲିକାରେ ଓଡ଼ିଶା ୧୧ତମ ସ୍ଥାନରେ ରହିଛି। ସେହିଭଳି ପ୍ରଥମରେ ଚଣ୍ଡିଗଡ଼, ଦ୍ୱିତୀୟରେ ମେଘାଳୟ ଓ ତୃତୀୟରେ ରାଜସ୍ଥାନ ରହିଛି। ଏହି ତାଲିକା ପ୍ରକାଶ କରିବା ସହିତ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଦେଇଛି।

କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ ଜାଣନ୍ତୁ

 

୧. ଚଣ୍ଡିଗଡ଼ ୮୨.୩%

୨. ମେଘାଳୟ ୮୦.୮%

୩. ରାଜସ୍ଥାନ ୭୯.୬%

୪. ଉତ୍ତରାଖଣ୍ଡ ୭୮.୬%

୫. ଛତିଶଗଡ଼ ୭୮.୩%

୬. ତ୍ରିପୁରା ୭୮.୩%

୭. ବିହାର ୭୭.୫%

୮. ମିଜୋରାମ ୭୬.୯%

୯. ମଧ୍ୟପ୍ରଦେଶ ୭୬.୯%

୧୦. ଝାରଖଣ୍ଡ ୭୬.୬% 

୧୧. ଓଡ଼ିଶା ୭୩.୨%

୧୨. ଗୁଜରାଟ ୭୨.୩%

୧୩. ହରିଆଣା ୭୦.୩%

୧୪. ଲଦାଖ ୭୦.୧%

୧୫. ଉତ୍ତର ପ୍ରଦେଶ ୬୯.୧% 

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like