• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଲକ୍‌ଡାଉନ୍‌ ପାଇଁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ।

କୋଭିଡ୍-୧୯ ଜନିତ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପାସ୍‌ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସବୁ ଗାଡ଼ି ପାସ୍‌ର ‌ଆଉ ନବୀକରଣର ଆବଶ୍ୟକତା ନାହିଁ।

ସେହିପରି ଆଉ ଏକ ଟ୍ୱିଟ୍ କରି ପୁଲିସ କମିଶନର କହିଛନ୍ତି, ଯେଉଁ ସ୍ଥାନରେ ପେଟ୍ରୋଲ୍ ଷ୍ଟେସନ୍ ଗୁଡ଼ିକ ଖୋଲା ରହିଛି, ସେଠାରେ ଟାୟାର ମରାମତି ଦୋକାନ ଗୁଡ଼ିକ ଖୋଲା ରହିବ। ତେବେ କେବଳ ଜରୁରୀ ସେବାରେ ନିୟୋଜିତ ହୋଇଥିବା ଗାଡ଼ି ଓ ବାଇକ୍‌ଗୁଡ଼ିକର ସେଠାରେ ମରାମତି ହୋଇପାରିବ।

All-vehicle-passes-issued-till-29th-will-remain-valid
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories