ଆରମ୍ଭ ହେଲା ‘ଐରାବତ ବସ୍ ଯୋଜନା’, ହାତୀ ଉପଦ୍ରବରୁ ମିଳିବ ରକ୍ଷା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଏଣିକି ହାତୀ ଉପଦ୍ରବରୁ ରକ୍ଷା ମିଳିବ। ହାତୀ ଉପଦ୍ରବ ରୋକିବା ପାଇଁ ଢେଙ୍କାନାଳ ପରଜଙ୍ଗ ବ୍ଲକ୍‌ରେ ବନ ବିଭାଗ ପକ୍ଷରୁ ଐରାବତ ବସ୍ ଯୋଜନା ଆରମ୍ଭ ହୋଇଛି। ଏହି ବସ୍ ମାଧ୍ୟମରେ ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଏକାଠି ମିଶି ହାତୀ ଉପଦ୍ରବ ଉପରେ କଡ଼ା ନଜର ରଖିବେ। ଏଥିସହ ହାତୀଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରିବେ।

୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍‌ରେ ଅନେକ ସୁବିଧା କରାଯାଇଛି। ବସ୍‌ରେ ଚାର୍ଜିଂ ସିଷ୍ଟମ ଠାରୁ ଆରମ୍ଭ କରି ହାତୀ ଘଉଡାଇବା ପାଇଁ ସମସ୍ତ ଉପକରଣ ରହିଛି। ଫଳରେ ବନ କର୍ମଚାରୀ କୌଣସି ବି ସ୍ଥାନକୁ ଯାଇ ହାତୀମାନଙ୍କର ଗତିପଥକୁ ଲକ୍ଷ କରିବା ସହ ହାତୀ ଉପଦ୍ରବ ହେଉଥିବା ଅଞ୍ଚଳକୁ ସୁରକ୍ଷା ଦେଇପାରିବ।

ବନଖଣ୍ଡ ମହାବିରୋଡ଼ ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଦୀର୍ଘ ଦିନ ଧରି ହାତୀ ଉପଦ୍ରବ ଲାଗି ରହିଥିବାରୁ ଏହାର ସମାଧାନ ପାଇଁ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

 

ଆହୁରି ପଢ଼ନ୍ତୁ

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

You might also like