ଭୁଲ୍ ରନ୍‌ୱେରେ ଓହ୍ଲାଇଲା ବିମାନ; ଅଳ୍ପକେ ବର୍ତ୍ତିଲେ ୧୫୨ ଜଣ ଯାତ୍ରୀ

ଭୁବନେଶ୍ୱର: ମୁମ୍ବାଇରେ ଭୁଲ୍ ରନ୍‌ୱେରେ ବିମାନ ଅବତରଣ କଲେ ଏୟାର ଇଣ୍ଡିଆ ପାଇଲଟ୍। ଅଳ୍ପକେ ବର୍ତ୍ତିଲେ ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ୧୫୨ ଜଣ ଯାତ୍ରୀ। ତେବେ ଏଥିପାଇଁ ସମ୍ପୃକ୍ତ ବିମାନ ଏଆଇ-୬୬୯ର ପାଇଲଟ୍‌ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବା ଏନ୍ଆଇ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ବିମାନରେ ଇଞ୍ଜିନିୟରିଂ ଡକ୍ୟୁମେଣ୍ଟ ଠିକ୍ ନ ଥାଇ ଏହା ମୁମ୍ବାଇରୁ ଭୁବନେଶ୍ୱରକୁ ଉଡ଼ାଣ ଭରିଥିଲା। ବିମାନଟି ଭୁବନେଶ୍ୱର ପହଞ୍ଚିବା ପରେ ଏହାକୁ ପୁଣି ମୁମ୍ବାଇ ଉଡ଼ାଣ ପାଇଁ ଅନୁମତି ମିଳି ନ ଥିଲା।  ଏହାପରେ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ବିମାନଟିକୁ ମୁମ୍ବାଇ ଯିବାକୁ ଅନୁମତି ମିଳିଥିଲା। ତେବେ ଏନେଇ ଭୁବନେଶ୍ୱରରେ ଅବସ୍ଥାପିତ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like