ବାଲେଶ୍ୱରରେ ହେବ ଏମ୍ସର ସାଟେଲାଇଟ୍ ସେଣ୍ଟରର ନିଜସ୍ୱ ଗୃହ
ବାଲେଶ୍ୱର : ବାଲେଶ୍ୱରର ସମଲପୁରରେ ଏମ୍ସର ସାଟେଲାଇଟ୍ ସେଣ୍ଟରର ନିଜସ୍ୱ ଗୃହ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହ ନିର୍ମାଣ କରାଯିବ। ଏଠାରେ ଏକ ଓପିଡି ମଧ୍ୟ ଖୋଲାଯିବ, ଯାହାଫଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅାଯିବ। ବର୍ତ୍ତମାନ ଏହି ସେବା ଡିଅାରଡିଓ ଭିତରେ ମିଳୁଥିବାବେଳେ ନିଜସ୍ୱ ଗୃହ ନିର୍ମାଣ ହେଲେ ସୁଫଳ ମିଳିବ ବୋଲି […]
ବାଲେଶ୍ୱର : ବାଲେଶ୍ୱରର ସମଲପୁରରେ ଏମ୍ସର ସାଟେଲାଇଟ୍ ସେଣ୍ଟରର ନିଜସ୍ୱ ଗୃହ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।
୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହ ନିର୍ମାଣ କରାଯିବ। ଏଠାରେ ଏକ ଓପିଡି ମଧ୍ୟ ଖୋଲାଯିବ, ଯାହାଫଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅାଯିବ। ବର୍ତ୍ତମାନ ଏହି ସେବା ଡିଅାରଡିଓ ଭିତରେ ମିଳୁଥିବାବେଳେ ନିଜସ୍ୱ ଗୃହ ନିର୍ମାଣ ହେଲେ ସୁଫଳ ମିଳିବ ବୋଲି ଅାଶା କରାଯାଉଛି।