• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଅନୁଗୁଳ : ପୁଣି ସାତକୋଶିଆ ଜଙ୍ଗଲକୁ ଫେରିବ ବାଘୁଣୀ ‘ସୁନ୍ଦରୀ’। ଏବେ ଏନ୍‌କ୍ଲୋଜରରେ ଥିବା ସୁନ୍ଦରୀକୁ ଜଙ୍ଗଲରେ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ଏଥିରେ ସହାୟତା ପାଇଁ କୁମ୍‌କୀ ହାତୀ ଯଶୋଦାକୁ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆ ନିଆଯାଇଛି।

ଯଶୋଦା ଓ ଅନ୍ୟ ହାତୀଙ୍କ ସହାୟତାରେ ସୁନ୍ଦରୀ ଉପରେ ନଜର ରଖିବ ବନବିଭାଗ। ଦୁଇ ଦୁଇଟି ମଣିଷ ଶିକାର ଅଭିଯୋଗ ପରେ ସୁନ୍ଦରୀକୁ ଏନ୍‌କ୍ଲୋଜରରେ ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଅଭୟାରଣ୍ୟ କର୍ତ୍ତୃପକ୍ଷ ଏଥିପାଇଁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇ ନଭେମ୍ବର ୬ ତାରିଖରୁ ରାଇଗୁଡ଼ା ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଛି।

 

https://youtu.be/QHk7_zRZMkE

Again-tiger-sundari-returns-to-jungle
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories