କନ୍ଧମାଳରେ ପୁଣି ଲଜ୍ଜା

କନ୍ଧମାଳ: କନ୍ଧମାଳରେ ପୁଣି ଲଜ୍ଜା। ନାବାଳିକା ଦୁଷ୍କର୍ମ ଘଟଣାକୁ ଦୁଇ ଦିନ ନ ପୁରୁଣୁ ପୁଣିଥରେ କୋଟଗଡ଼ ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ପରିବାରଲୋକ ଏନେଇ ଅଭିଯୋଗ କରିବା ପରେ କୋଟଗଡ଼ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ଫୁଲବାଣୀକୁ ନିଆଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

 

 

You might also like