• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଓଡ଼ିଶା ପାଇଁ ପୁଣି ସ୍ୱତନ୍ତ୍ର ପାହ୍ୟା ଦାବି କରିବ ବିଜେଡି। ୧୧ ତାରିଖରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ।  ବିଜେଡିର ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ହୋଇଥିବା ବୈଠକ ପରେ ପ୍ରତାପ ଦେବ କହିଛନ୍ତି, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ସହିତ ସଂସଦରେ ୯ଟି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରାଯାଇଛି।

ଲୋକସଭା, ବିଧାନସଭାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ଦାବି ଉଠାଯିବ। ତିତ୍‌ଲି କ୍ଷତି, ଅନୁସୂଚିତ ଜାତିଙ୍କ ପ୍ରତି ଅନ୍ୟାୟ, ରେଳ ପ୍ରକଳ୍ପର ଉନ୍ନତି ନ ହେବା, ନଦୀ ଜଳ ବିବାଦ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ କରିବାକୁ ଦାବି କରାଯିବ।

https://youtu.be/R_hAKMRgjCc

 

Again-bjd-to-raise-special-state-category-status-demand-in-parliament
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories