ମହାପ୍ରଭୁଙ୍କ ରଥ ଭାଙ୍ଗିବାକୁ ୧୨ ଦିନ ଲାଗିବ

ପୁରୀ: ପରମ୍ପରା ମୁତାବକ ଆଜିଠୁ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ। ପ୍ରଥମେ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛିା ଏହାପରେ ଅନ୍ୟ ଦୁଇ ରଥ ତାଳଧ୍ୱଜ ଏବଂ ନନ୍ଦିଘୋଷକୁ ମଧ୍ୟ ଭଙ୍ଗାଯିବ।

ପ୍ରାୟ ୧୨ ଦିନ ମଧ୍ୟରେ ଏହି କାର୍ଯ୍ୟ ସରିବ। ରଥରେ ଥିବା ଆସନ, ଚକ ସମେତ କିଛି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ନିଲାମ କରାଯିବ। ଯାହାକୁ ଗୁଣ୍ଡିଚା ମନ୍ଦିରରେ ରଖିବେ ଭୋଇ ସେବାୟତ।

 

You might also like