ପାଟକୁରାରେ ବିଜୟ ପରେ ନବୀନ ନିବାସରେ ବିଜେଡି କର୍ମୀଙ୍କ ଭିଡ଼

ଭୁବନେଶ୍ୱର :  ପାଟକୁରାରେ ବିଜେଡିର ବିଜୟ ପରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି କର୍ମୀ ଓ ନେତା। ଏକ ଶୋଭାଯାତ୍ରାରେ ନବୀନ ନିବାସ ଯାଇ ବିଜେଡି କର୍ମୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଲେ।

ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିବାରୁ ନବୀନ ପାଟକୁରାବାସୀଙ୍କୁ ଧନ୍ୟବାଦ ଦେବା ସହ ପାଟକୁରାର ଉନ୍ନତି ପାଇଁ କଠିନ ପରିଶ୍ରମ କରିବୁ ବୋଲି କହିଥିଲେ।

You might also like