• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଯାଜପୁର: ଯାଜପୁରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଦର ଅଞ୍ଚଳର ସାନ ତ୍ରିଲୋଚନପୁର ଓ ସଇପୁରକୁ କଣ୍ଟେନ୍‌ମେଣ୍ଟ ବା ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଆଗାମୀ ୭ ଦିନ ପାଇଁ ସଂପୃକ୍ତ ଅଞ୍ଚଳ ଆବଦ୍ଧ ହୋଇ ରହିବ।

ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଚାଲିଛି। ସେ ଏକୁଟିଆ ହୋମ୍ ଆଇସୋଲେସନରେ ଥିଲେ, ତେଣୁ ସେ ଅଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନଥିବାରୁ ଆବଦ୍ଧାଞ୍ଚଳ ଛୋଟ ରହିଛି।

ଏପଟେ ସୁନ୍ଦରଗଡ଼ ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ ବଢ଼ିଛି ଆବଦ୍ଧତା। ବିଶ୍ରାରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୂର୍ବରୁ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଜୋନ୍‌ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ।

ତେବେ ଆବଦ୍ଧ ଅବଧିକୁ ଆଜି ଆଉ ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ଘୋଷଣା କରିଛନ୍ତି। ଫଳରେ ବିଶ୍ରାରେ ୧୬ ତାରିଖ ଦିନ ୧୧ଟା ୩୦ ପଯର୍ୟନ୍ତ କଣ୍ଟେନମେଣ୍ଟ ଅବଧି ବୃଦ୍ଧି ପାଇଛି।

After-one-covid-19-positive-found-in-jajpur-thie-area-declared-as-a-containment-zone
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories