• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ପରେ ଆସନ୍ତାକାଲି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରୁ କେନ୍ଦ୍ରାପଡ଼ା ପହଞ୍ଚିବେ ୨୪ ଓଡ଼ିଆ ଛାତ୍ର ଛାତ୍ରୀ।

ଏମାନେ ସମସ୍ତେ କେନ୍ଦ୍ରାପଡାର ଜବାହାର ନବୋଦୟ ବିଦ୍ୟାଳୟରୁ ରୁଦ୍ରପ୍ରୟାଗ ନବୋଦୟ ବିଦ୍ୟାଳୟକୁ ମାଇଗ୍ରେସନ ହୋଇଥିଲେ। ଗତ ମାର୍ଚ୍ଚ ମାସରେ ପାଠପଢ଼ା ସରିଥିଲେ ବି ଲକ୍‌ଡାଉନ ଯୋଗୁ ସେମାନେ ସେଠାରେ ଫସିଯାଇଥିଲେ।

ଛାତ୍ର ଛାତ୍ରୀଙ୍କ ଅବିଭାବକ ମାନେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇବା ସହ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ। ବୈଜୟନ୍ତଙ୍କ ହସ୍ତକ୍ଷେପ ପରେ ଛାତ୍ର ଛାତ୍ରୀ ମାନେ ଏକ ବସ୍ ଯୋଗେ ଉତ୍ତରାଖଣ୍ଡରୁ ବାହାରିଛନ୍ତି। ବୈଜୟନ୍ତଙ୍କୁ ଏହି ଉଦ୍ୟମ ପାଇଁ ଅବିଭାବକମାନେ କୃତଜ୍ଞତା ଜଣାଇଛନ୍ତି।

https://youtu.be/6FqE4EnnXBw

After-jay-pandas-intervention-24-students-stranded-in-uttarakhand-finally-returning-to-kendrapara
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories