ଓଡ଼ିଶାରେ ଜରିମାନା କୋହଳ କରିବାକୁ ଦାବି

ଭୁବନେଶ୍ୱର : ନୂଆ ଟ୍ରାଫିକ୍‌ ନିୟମରେ ଥିବା ଜରିମାନାକୁ ଗୁଜରାଟ ସରକାର କୋହଳ କରିବା ପରେ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବାକୁ ଦାବି ଉଠିଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଓ଼ଡିଶାରେ ଜରିମାନାକୁ ୫୦ ପ୍ରତିଶତ କମାଯାଉ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଜରିମାନା ଆଦାୟର ଦୋଷୀ ପରିବହନ ବିଭାଗ ନିଜ ମୁଣ୍ଡରେ ଦୋଷ ଛଡାଇ ବିଭାଗ ଏବେ ପୁଲିସ ମୁଣ୍ଡରେ ଅଠା ବୋଳୁଛି।  ତେବେ ପୂର୍ବତନ ପରିବହନ ମନ୍ତ୍ରୀ ଅରବିନ୍ଦ ଢାଲି କହିଛନ୍ତି ଲୋକଙ୍କୁ କଷ୍ଟ ହେଲେ ମଧ୍ୟ ବହୁତ ଲୋକ ଏହାକୁ ସମର୍ଥନ କରୁଛନ୍ତି।

ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆସିଛି। ସେପଟେ ଗୁଜରାଟ ଶୈଳୀରେ ଜରିମାନା କମାଇବା ପ୍ରସଙ୍ଗରେ ପରିବହନ ସଚିବ ଜି. ଶ୍ରୀନିବାସ କହିଛନ୍ତି, ଜରିମାନା କିଭଳି କୋହଳ କରାଯାଇପାରିବ ସେନେଇ ତର୍ଜମା କରାଯିବ।

ଆହୁରି ପଢ଼ନ୍ତୁ

କଅଁଳ ବୟସରେ ପରିବାରର ବୋଝ

୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ; ୩ ଗିରଫ

ପୁଲିସ୍‌ ହେବ ତ ଏମିତି; ଭୋକିଲା ଛୁଆଙ୍କ ମୁହଁରେ ଆହାର ଦେଲେ ସ୍ମୃତିପ୍ରଭା

ମଙ୍ଗୁ ମଠ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍‌ ଜବତ

ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଲା ମୃତଦେହ

ମାଲକାନଗିରିରେ ଡଙ୍ଗା ବୁଡ଼ି ୩ ନିଖୋଜ

ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ୬୦ ଲକ୍ଷ ଟଙ୍କା

ପୁଲିସ୍‌ ଗାଡ଼ିରୁ କଳା ଧୂଆଁ ବାହାରୁଥିବା ଦେଖି ପିଛା କଲେ ଲୋକେ, ଆଉ ତା’ପରେ…

ଆକ୍ସନ୍ ମୁଡ୍‌ରେ ଗଞ୍ଜାମ ପୁଲିସ୍: ୨୪ ଘଣ୍ଟାରେ ୨ଟି ଏନକାଉଣ୍ଟର

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଦୁର୍ଗାପୂଜା ବୈଠକରେ ବିଧାୟକଙ୍କୁ ଡକା ନ ଯିବା ନେଇ ତେଜିଲା ବିବାଦ

You might also like