କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଘଟଣ, ସାମାନ୍ୟ କଥାରୁ ଦୁଇ ବ୍ୟବସାୟୀ କଲେ ଏପରି କାମ

ରାୟଗଡ଼ା: କ୍ୱାରେଣ୍ଟାଇନ୍‌ ସେଣ୍ଟରେ ଅଘଟଣ, ସାମାନ୍ୟ କଥାରୁ ଦୁଇ ବ୍ୟବସାୟୀ କଲେ ଏପରି କାମ, ଯେକେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କ୍ୱାରେଣ୍ଟଟିନ ସେଣ୍ଟରରେ ପରସ୍ପର ଉପରକୁ ଏସିଡ୍ ଫିଙ୍ଗିଲେ ଦୁଇ ଅନ୍ତେବାସୀ। ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା କୁମ୍ଭୀକୋଟା କ୍ୱାରେଣ୍ଟଟିନ ସେଣ୍ଟରରେ। ଗହଣା ବ୍ୟବସାୟ କରୁଥିବା ବିହାରର ଏଇ ଦୁଇ ବ୍ୟବସାୟୀ କୌଣସି କଥାକୁ ନେଇ ଝଗଡ଼ା କରିଥିଲେ। ପରେ ସୁନା ସଫା ପାଇଁ ବ୍ୟବହାର ହେଉଥିବା ଏସିଡରେ ପରସ୍ପରକୁ ଆକ୍ରମଣ କରିଥିଲେ।

ଏହି ଘଟଣାରେ ଦୁଇ ଜଣ ଯାକ ଆହତ ହୋଇଥିଲାବେଳେ  ଦିଲ୍ଲୀପ ସାହା ନାମକ ଅନ୍ତେବାସୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଲକଡାଉନ ପରେ ଏମାନେ କୁମ୍ଭୀକୋଟା କ୍ୱାରେଣ୍ଟଟିନ ସେଣ୍ଟରରେ ରହିଆସୁଥିଲେ ବୋଲି ସୂଚନା ଦେଇ କହିଛନ୍ତି ରାୟଗଡ଼ା ଉପଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like