• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧି ବଢ଼ିଲା। ଏବେ ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର। ଆହାର କେନ୍ଦ୍ରରେ ଲୋକଙ୍କ ଭିଡ଼ କମାଇବାକୁ ସମୟ ଅବଧି ବଢ଼ାଇଛନ୍ତି ସରକାର।

ଏବେ ଆହାର କେନ୍ଦ୍ରକୁ ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରଖାଯିବ।  ଲୋକମାନେ ଧାଡ଼ିରେ ପରସ୍ପର ମଧ୍ୟରେ ଦେଢ଼ ମିଟର ଦୂରତା ରକ୍ଷା କରିବେ।  ଆହାର କେନ୍ଦ୍ର ବାହାରେ ସାବୁନ କିମ୍ବା ହ୍ୟାଣ୍ଡ୍ଓ୍ୱାଶ୍‌ରେ ହାତ ଧୋଇବା ବ୍ୟବସ୍ଥା ରହିବ।

ଲୋକମାନେ ହାତ ଧୋଇ ଆହାର କେନ୍ଦ୍ରରେ ପ୍ରବେଶ କରିବେ। ଲୋକମାନେ ପଇସା କାହା ହାତକୁ ନଦେଇ ବାକ୍ସରେ ପକାଇବା ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଗର ଉନ୍ନୟନ ବିଭାଗ ସଚିବ ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ପୋରେସନ୍‌କୁ ଏନେଇ ଚିଠି ଲେଖିଛନ୍ତି।

Aahar-centre-will-open1-pm-to-4-pm-due-to-rush
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories