ହିଡ଼ ହାଣୁଥିଲେ, ବାହାରିଲା ବିରଳ ମୂର୍ତ୍ତି

ଭଦ୍ରକ: ଚାଷ ଜମିରୁ ମିଳିଲା ବିରଳ ମୂର୍ତ୍ତି। ଭଦ୍ରକ ଜିଲ୍ଲା ଜଳଙ୍ଗା ଗାଁରୁ ଏକ କଳାମୁଗୁନି ପଥରର ବିରଳ ମୂର୍ତ୍ତି ମିଳିଛି।

ଗାଁର ରମେଶ ମଲ୍ଲିକ ଆଜି ଚାଷ ଜମିରେ ହିଡ଼ ପାଖ ହାଣୁଥିଲେ। ଏହି ସମୟରେ ତାଙ୍କ କୋଦାଳରେ ପଥର ବାଜିବାର ଶବ୍ଦ ହୋଇଥିଲା। ଏହାପରେ ରମେଶ ମାଟି ଭିତରୁ ଏକ କଳାମୁଗୁନି ପଥରର ମୂର୍ତ୍ତି ଦେଖିବାକୁ ପାଇଥିଲେ।

ମୂର୍ତ୍ତିରେ ଭଗବାନ ରାମଙ୍କ ଚିତ୍ର ଥିବା ଦେଖି ସେ ମୂର୍ତ୍ତିଟିକୁ ନେଇ ଗାଁକୁ ପଳେଇ ଆସିଥିଲେ। କଳା ମୁଗୁନି ପଥରର ଏହି ମୂର୍ତ୍ତିରେ ଭଗବାନ ରାମଙ୍କ ଚିତ୍ର ଖୋଦେଇ ହୋଇଥିବା ଜଣାପଡ଼ିଛି। ଏହି ବିରଳ ମୂର୍ତ୍ତି ବିଲରୁ ମିଳିବା ପରେ ଗାଁରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like