ଜଳିଗଲା ଶ୍ରୀମନ୍ଦିର ଉପରେ ଲାଗିଥିବା ମାନସିକଧାରୀଙ୍କ ବାନା

ପୁରୀ: ଜଳିଗଲା ପୁରୀ ଶ୍ରୀମନ୍ଦିର ଉପରେ ଲାଗିଥିବା ମାନସିକଧାରୀଙ୍କ ବାନା। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିରରେ ନୀଳଚକ୍ର ତଳକୁ ଲାଗିଥିବା ମାନସିକଧାରୀଙ୍କ ବାନାରେ ଗତକାଲି ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା।

ତେବେ ନୀଳଚକ୍ର ବାନା ଅକ୍ଷତ ରହିଛି। ଦୀପ ନିଆଁରେ ମାନସିକଧାରୀଙ୍କ ବାନାରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ମାନସିକଧାରୀଙ୍କ ବାନାରେ ନିଆଁ ଲାଗିବା ପରେ ତୁରନ୍ତ ଏହାକୁ ଲିଭାଇ ଦିଆଯାଇଥିଲା।

 

You might also like