ନିଆଁରେ ଜଳିଗଲେ ଛାତ୍ରୀ

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ୍‌ ଚାନ୍ଦିବାଇଁସମ୍ବଳ ଗାଁରେ ଏକ ଅଘଟଣ। ନିଆଁରେ ପୋଡ଼ି ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଏହି ଗାଁର ଜଣଙ୍କ ଘରେ ନିଆଁ ଲାଗି ପ୍ରିୟଶ୍ୱିତା ରାଉଳ ନାମକ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଅଗ୍ନିକାଣ୍ଡରେ ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।

 

You might also like