• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:ରାଜ୍ୟରେ ଆଜି ୯ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬ ଛୁଇଁଲା।

ସୂଚନାନୁସାରେ, ଗଞ୍ଜାମରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ  ୪ଜଣ ଯାକ  ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯତାକ୍ରମେ ୪୦, ୫୦, ୪୬ ଓ ୬୦ ବର୍ଷ। ସେହିଭଳି ଗଞ୍ଜାମର ଅନ୍ୟ ୨ ମୃତକ ହେଲେ ମହିଳା ଓ ସେମାନଙ୍କର ବୟସ ୬୦ ଓ ୭୫ ବର୍ଷ।

ସେହିଭଳି ପୁରୀର ମୃତକଙ୍କ ବୟସ ୫୭, ଯାଜପୁରର ମୃତକ ବୟସ ୪୦, ଖୋର୍ଦ୍ଧା ଜିଲ୍ଲାର ମୃତକ ୫୫ ବର୍ଷୀୟ ପୁରୁଷ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି

ସୂଚନାଥାଉ କି, ରବିବାର ରାଜ୍ୟରେ ୧୦ କରୋନା ରୋଗୀଙ୍କର ମୃତ୍ୟୁ ଘଟିଥିଲା।

 

9-death-in-odisha-in-corona-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories