ହୀରାକୁଦ ଡ୍ୟାମ୍ ଆଉ ୮ ଗେଟ୍ ଖୋଲିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୮ଟି ଗେଟ୍। ଡ୍ୟାମ୍‌ର ଜଳସ୍ତର ବଢୁଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ୬ଟି ଗେଟ୍ ଖୋଲିଛନ୍ତି। ଏବେ ମୋଟ ୨୦ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି।

ଏବେ ଜଳପତ୍ତନ ରହିଛି ୬୨୫.୬୭ ଫୁଟ୍। ସେପଟେ ଅନୁଗୁଳ ରେଙ୍ଗାଳି ଡ୍ୟାମ୍‌ର ମଧ୍ୟ ଗୋଟିଏ ଗେଟ୍ ଖୋଲାଯାଇଛି।

You might also like