ଆଜିଠାରୁ ଆରମ୍ଭ ହେଉଛି ୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗିତା

କଟକ : ଆଜି ଠାରୁ ଆରମ୍ଭ ହେଉଛି ୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗିତା। କଟକ ପୁଲିସ ରିଜର୍ଭ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ପ୍ରତିଯୋଗିତା ୧୯ ତାରିଖ ଯାଏ ଚାଲିବ।

ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୫୨ଟି ଟିମ୍‌ ଅଂଶ ଗ୍ରହଣ କରିବେ। ଏହା ପୂର୍ବରୁ ବାଲିଯାତ୍ରା ଉପର ପଡ଼ିଆରେ ଉଦ୍‌ଘାଟିତ ହୋଇଛି କ୍ରୀଡ଼ା ଗ୍ରାମ।

ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ଗ୍ରାମର ଉଦଘାଟନ କରିଥିଲେ।

You might also like