• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ଘର ବାଲେଶ୍ୱରର ବୋଲି ଜଣାପଡ଼ିଛି। ସେ ନିକଟରେ କୋଲକାତାରୁ ଫେରିଥିଲେ। ସେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଜି ସକାଳେ ଗଞ୍ଜାମରେ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ ୨ଜଣ, କଟକରୁ ଜଣେ, ସୁନ୍ଦରଗଡ଼ ଜଣେ ପଜିଟିଭଙ୍କୁ ମିଶାଇ ଦିନକରେ ସମୁଦାୟ  ୬ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ବାଲେଶ୍ୱରରେ ସମୁଦାୟ ୨୪ ଜଣ ଆକ୍ରାନ୍ତ ହୋଇଛନ୍ତି। ୪ଜଣ ସୁସ୍ଥ ହୋଇଥିବାବେଳେ ୨୦ଟି ଆକ୍ଟିଭ କେଶ ରହିଛି। ସେହିପରି ସୁନ୍ଦଗଡ଼ରେ ୧୨ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ଟିଭ କେଶ ଥିବାବେଳେ ୭ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୭୫ ପହଞ୍ଚିଥିବାବେଳେ ୬୦ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏବେବି ରାଜ୍ୟରେ ୧୧୪ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

6-more-positives-identified-in-1-day
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories