• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ। ଚିହ୍ନଟ ମଧ୍ୟରୁ ଯାଜପୁରର ୪ଜଣ ଓ ଭଦ୍ରକର ୨ଜଣ ବୋଲି କୋଭିଡ୍‌  ୱେବସାଇଟ୍‌ରେ ପ୍ରକାଶ ପାଇଛି।  ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ସେହିପରି ଭଦ୍ରକର ଉଭୟଙ୍କ ଘର ବାସୁଦେବପୁର, ଏମାନେ କୋଲକାତା ଫେରନ୍ତା। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇଥିଲେବି ୧୦୮ ଆକ୍ଟିଭ୍ କେଶ ରହିଛି।

ଯାଜପୁରରେ ରାଜ୍ୟର ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ରହିଛି। ଏଠାରେ ୫୧ ଆକ୍ଟିଭ କେଶ ରହିଥିବା ବେଳେ ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଭଦ୍ରକରେ ୧୨ ଆକ୍ଟିଭ କେଶ ରହିଛି। ଆଜି ସକାଳେ ଜଣେ କରୋନା ଆକ୍ରାନ୍ତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିଲେ।

6-more-corona-positives-identified
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories