ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଲେ

ବିଶାଖାପାଟନମ୍‌ : ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଲେ ଲୋକେ। ଏମିତି ଏକ ଘଟଣା ଘଟିଛି ଓଡ଼ିଶା ସୀମା ଆନ୍ଧ୍ର ଡୁମୁରିଗୁଡ଼ା ଥାନା ପୋଟଳବନ୍ଧ ଗାଁରେ।

ମିଳିଥିବା ସୂଚନା ମୁତାବକ ,ଗୁଣିଗାରେଡ଼ି ସନ୍ଦେହରେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଇଛନ୍ତି ଗାଁ ଲୋକେ।  ମୃତକ ଓଡ଼ିଆ ଭାଷାଭାଷୀ ପୋଟଳବନ୍ଧା ଗାଁର ଜୟରାମ ଖିଲ।  ଗତକାଲି ଗାଁର କିଛି ଲୋକ ଜୟରାମଙ୍କୁ ଧରିନେଇ ତାଙ୍କୁ ବାନ୍ଧି ଦାଣ୍ଡରେ ପୋଡ଼ି ଦେଇଥିଲେ।

ଖବର ପାଇ ଡୁମୁରିଗୁଡ଼ା ପୁଲିସ୍‌ ସେହି ଗାଁରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଗାଁ ଦାଣ୍ଡରୁ ପାଉଁଶ ସଂଗ୍ରହ ସହ କିଛି ଲୋକଙ୍କୁ ଅଟକ ରଖିଛି ପୁଲିସ।

ଆହୁରି ପଢ଼ନ୍ତୁ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

You might also like