• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କନ୍ଧମାଳ: ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଖବର ଆସିଛି କନ୍ଧମାଳ ଜିଲ୍ଲାରୁ। ଚୋରା ଗଞ୍ଜେଇ ଚାଲାଣ କରୁଥିବା ତେଲ ଟ୍ୟାଙ୍କରକୁ ଜବତ କରିଛି କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ।

ଟ୍ୟାଙ୍କରରୁ ୫୦ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ନୟାଗଡ଼ ଜିଲ୍ଲାର ଗଞ୍ଜେଇ ମାଫିଆ ଗୋଲକ ବିହାରୀ ଦାସକୁ ପୋଲିସ ଗିରଫ କରିଛି।

ଟ୍ୟାଙ୍କରଟି ରାୟଗଡ଼ାରେ ପେଟ୍ରୋଲ ଅନଲୋଡ଼ ସାରି ଫେରୁଥିବା ସମୟରେ ବାଲିଗୁଡ଼ା ଅଂଚଳରୁ ୩ ବସ୍ତା ଗଞ୍ଜେଇ ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଖବର ପାଇ ରାଇକିଆ ଥାନା ଅଧିକାରୀ ଟ୍ୟାଙ୍କରକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡ଼ିର କ୍ୟାବିନ ସିଟ ତଳୁ ୩ ବସ୍ତା ଗଞ୍ଜେଇ ମିଳିଥିଲା। ତେଲ ଟ୍ୟାଙ୍କରକୁ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

50-kg-ganja-seized-in-kandhamal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories