ଝରଣା ପଥର ସନ୍ଧିରେ ଫସିଗଲା ୫ ବର୍ଷ ଶିଶୁର ଗୋଡ଼

ବୌଦ୍ଧ: ଝରଣା ପଥର ସନ୍ଧିରେ ଫସିଗଲା ୫ ବର୍ଷ ଶିଶୁର ଗୋଡ଼। ପୁରୁଣା କଟକ ବୁରୁଗୁଡ଼ା ଗାଁ ନିକଟରେ ଥିବା ଝରଣା ପଥର ସନ୍ଧିରେ ଜଣେ ୫ ବର୍ଷ ଶିଶୁର ଗୋଡ଼ ଫସି ଯାଇଥିବା ସୂଚନା ମିଳିଛି। ଶିଶୁଟିର ନାଁ ନୀଳମଣି ନାୟକ।

ସୂଚନା ଅନୁସାରେ, ଆଜି ସକାଳେ ନୀଳମଣି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଗାଁ ପାଖ ଝରଣା ନିକଟକୁ ଯାଇଥିଲା। ଗାଧୋଇଲା ବେଳେ କୌଣସି କାରଣରୁ ତାଙ୍କ ଗୋଡ଼ ପଥର ସନ୍ଧିରେ ଫସି ଯାଇଥିଲା।

ଖବର ଜଣାପଡ଼ିବା ପରେ ପଥର ସନ୍ଧିରୁ ଶିଶୁଟିର ଗୋଡ଼ ବାହାର କରିବା ପାଇଁ ସ୍ଥାନୀୟଲୋକେ ବହୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହୋଇଥିଲେ। ଫଳରେ ଓଡ୍ରାଫ୍‌ ଟିମ୍‌କୁ ଡକାଯାଇଥିଲା। ତେବେ ୨ ଘଣ୍ଟା କାଳ ଓଡ୍ରାଫ୍ ଟିମ୍‌ ଚେଷ୍ଟା ଜାରି ରଖିଥିଲେ ବି ସଫଳ ହୋଇ ନାହାନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like