ଅଗଷ୍ଟ ୧୫ ପ୍ରସ୍ତୁତି ବେଳେ ୫ ଛାତ୍ର ଅଚେତ
ରାଉରକେଲା : ରାଉରକେଲାରେ ଅଗଷ୍ଟ ୧୫ ପାଇଁ ପ୍ରସ୍ତୁତି ବେଳେ ୫ଜଣ ଛାତ୍ର ଅଚେତ ହୋଇପଡିଛନ୍ତି। ରାଉରକେଲା ଇସ୍ପାତ ଷ୍ଟାଡିୟମରେ ପ୍ରସ୍ତୁତି ଚାଲିଥିବା ବେଳେ ଛାତ୍ରମାନେ ଅଚେତ ହୋଇପଡିଥିଲେ।
ଆହୁରି ପଢ଼ନ୍ତୁ
ଅଚେତ ହୋଇଥିବା ୫ଜଣ ଛାତ୍ର ସ୍ଥାନୀୟ MGM ସ୍କୁଲ୍ର ବୋଲି ଜଣାପଡିଛି। ୪ଜଣ ଛାତ୍ରଙ୍କୁ CWSରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତର ଛାତ୍ରଙ୍କୁ ରାଉରକେଲା IGHକୁ ସ୍ଥାନାନ୍ତର କରାଯାଇଛି।