ଓଡ଼ିଶାରେ କରୋନା ସଂକ୍ରମଣ ରୋକିବା ପାଇଁ ସପ୍ତାହକୁ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଆରମ୍ଭ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଅର୍ଥାତ୍‌ ୪୮ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍ ଘୋଷଣା ହୋଇଛି। ଜୁନ୍‌ ୩୦ ଯାଏ ଏହି ନିୟମ ଲାଗୁ ହେବ। ଏହି ସବୁ ଜିଲ୍ଲାର ପ୍ରବେଶ ପଥ, ପ୍ରମୁଖ ସହରରେ ପୁଲିସ୍‌ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।

ବିନା କୌଣସି କାମରେ ଯେପରି ଲୋକେ ଘରୁ ନ ବାହାରନ୍ତି ସେ ନେଇ କଡ଼ା ନଜର ରଖାଯାଇଛି।  ଅନ୍ୟପକ୍ଷରେ, ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ଏହି ଜିଲ୍ଲା ଗୁଡ଼ିକରେ ରାସ୍ତାଘାଟ ଶୂନ୍‌ଶାନ୍‌ ଥିବା ଦେଖିବାକୁ ମିଳିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ୧୧ ଜିଲ୍ଲା ସଟ୍‌ଡାଉନ୍‌- ଏହିସବୁ ସେବାକୁ ମିଳିଲା ଅନୁମତି…

ଆହୁରି ପଢ଼ନ୍ତୁ

୭ ଦିନ ପାଇଁ ସଟ୍‌ଡାଉନ୍‌ ହେବ ଏହି ସହର

୨୫ ଜିଲ୍ଲାରୁ ୭୩୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୭ ହଜାର ପାର୍‌ କଲା ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାରେ କରୋନା ସ୍ଥିତି: ନେଲା ଆଉ ୩ ଜୀବନ

ଓଡ଼ିଶାରୁ ଚିହ୍ନଟ ହେଲେ ୫୯୧ ନୂଆ କରୋନା ପଜିଟିଭ୍‌

ଦେଶରେ ପ୍ରଥମ କରୋନା ଗୋଷ୍ଠୀ ସଂକ୍ରମଣ, ସୂଚନା ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଜୟାଙ୍କ ଆସିଲା କରୋନା ଟେଷ୍ଟ ରିପୋର୍ଟ

ଓଡ଼ିଶାରେ ଆଉ ୫୭୦ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଏହି ୫ ଜିଲ୍ଲାରୁ ଭୁବନେଶ୍ୱର ଆସିଲେ ରହିବେ କ୍ୱାରେଣ୍ଟିନରେ

ବ୍ଲଡ୍ ଗ୍ରୁପରୁ ମିଳିବ କରୋନା ସୂଚନା!

କରୋନା ନେଇ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ: ILS ନିର୍ଦ୍ଦେଶକ

ପାକିସ୍ତାନର ୩ କ୍ରିକେଟର୍‌ଙ୍କୁ କରୋନା; ଆଜି ଆସିବ ଶୋଏବ୍‌ଙ୍କ ରିପୋର୍ଟ

କରୋନା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି ୫ ବର୍ଷର ଶିଶୁ

You might also like