ଘରୁ ବାହାରିଲା ମାଳମାଳ ସାପ

ଭଦ୍ରକ: ଭଦ୍ରକରେ ପୁଣି ସାପ ଆତଙ୍କ। ଆଜି ଜଣଙ୍କ ଘରୁ ଉଦ୍ଧାର ହୋଇଛି ମାଳମାଳ ସାପ। ଭଦ୍ରକ ଵ୍ଲକ କଲେଇ ପଞ୍ଚାୟତର ରଙ୍ଗରାଜପୁର ଗ୍ରାମର ବିଜୟ ଵିଶ୍ଵାଳଙ୍କ ଘରୁ ୪୩ ଟି ଛୋଟ ସାପ,  ୫୮ ଟି ଅଣ୍ଡା ଓ ମାଆ ନାଗକୁ ଭଦ୍ରକ ସାପ ଧରାଳି ମିର୍ଜା ଆରିଫ ଉଦ୍ଧାର କରିଛି।

ଗତ ୮ ଦିନ ହେଲା ବିଜୟ ଵିଶ୍ଵାଳ ନିଜ ଘରେ ସାପ ଏଣେ ତେଣେ ଵୁଲୁଥିବାର ଦେଖିଥିଲେ। ମାଟି ଘରେ ବିଭିନ୍ନ ସ୍ଥାନରେ ସାପ କଣା ରହିଥିଲା। ପରିବାର ଲୋକେ ଭୟରେ ସେମାନେ ଘର ବାହାରେ ଶୋଉଥିଲେ।

ଆଜି ସକାଳୁ ସାପ ଧରାଳୀ ମୀର୍ଜା ଆରିଫ ପହଞ୍ଚି ଦୀର୍ଘ ୬ଘଣ୍ଟା ପରିଶ୍ରମ କରି ମାଟିଘରର ତଳ ଓ କାନ୍ଥ ଖୋଳିଖୋଳି ପରେ ଏତେ ପରିମାଣରେ ସାପ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like