• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭଦ୍ରକ: ଭଦ୍ରକରେ ପୁଣି ସାପ ଆତଙ୍କ। ଆଜି ଜଣଙ୍କ ଘରୁ ଉଦ୍ଧାର ହୋଇଛି ମାଳମାଳ ସାପ। ଭଦ୍ରକ ଵ୍ଲକ କଲେଇ ପଞ୍ଚାୟତର ରଙ୍ଗରାଜପୁର ଗ୍ରାମର ବିଜୟ ଵିଶ୍ଵାଳଙ୍କ ଘରୁ ୪୩ ଟି ଛୋଟ ସାପ,  ୫୮ ଟି ଅଣ୍ଡା ଓ ମାଆ ନାଗକୁ ଭଦ୍ରକ ସାପ ଧରାଳି ମିର୍ଜା ଆରିଫ ଉଦ୍ଧାର କରିଛି।

ଗତ ୮ ଦିନ ହେଲା ବିଜୟ ଵିଶ୍ଵାଳ ନିଜ ଘରେ ସାପ ଏଣେ ତେଣେ ଵୁଲୁଥିବାର ଦେଖିଥିଲେ। ମାଟି ଘରେ ବିଭିନ୍ନ ସ୍ଥାନରେ ସାପ କଣା ରହିଥିଲା। ପରିବାର ଲୋକେ ଭୟରେ ସେମାନେ ଘର ବାହାରେ ଶୋଉଥିଲେ।

ଆଜି ସକାଳୁ ସାପ ଧରାଳୀ ମୀର୍ଜା ଆରିଫ ପହଞ୍ଚି ଦୀର୍ଘ ୬ଘଣ୍ଟା ପରିଶ୍ରମ କରି ମାଟିଘରର ତଳ ଓ କାନ୍ଥ ଖୋଳିଖୋଳି ପରେ ଏତେ ପରିମାଣରେ ସାପ ଉଦ୍ଧାର କରିଛି।

43-snakes-rescued-from-bhadrak
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories