୨୪ ଘଣ୍ଟାରେ ଓଡ଼ିଶାରେ ସର୍ବାଧିକ ୪୨, ୭୬୧ କରୋନା ଟେଷ୍ଟ୍
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ସର୍ବାଧିକ ୪୨ ହଜାରରୁ ଅଧିକ କରୋନା ଟେଷ୍ଟ୍ ହୋଇଛି। ଗୋଟିଏ ଦିନରେ ୪୨ ହଜାର ୭୬୧ କରୋନା ଟେଷ୍ଟ୍ ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ୍ କରାଯାଇଛି। RTPCR ରେ ୬ ହଜାର ୬୩୫, ଆଣ୍ଟିଜେନ୍ ୩୬,୦୦୨ ଓ ଟ୍ରୁନଟ୍ରେ ୧୨୪ ଟେଷ୍ଟ୍ କରାଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ସର୍ବାଧିକ ୪୨ ହଜାରରୁ ଅଧିକ କରୋନା ଟେଷ୍ଟ୍ ହୋଇଛି। ଗୋଟିଏ ଦିନରେ ୪୨ ହଜାର ୭୬୧ କରୋନା ଟେଷ୍ଟ୍ ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ୍ କରାଯାଇଛି।
RTPCR ରେ ୬ ହଜାର ୬୩୫, ଆଣ୍ଟିଜେନ୍ ୩୬,୦୦୨ ଓ ଟ୍ରୁନଟ୍ରେ ୧୨୪ ଟେଷ୍ଟ୍ କରାଯାଇଛି।
ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୧,୯୭୭ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ଆଉ ୧୦