ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍

  • ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୁତୟନ ହୋଇଛନ୍ତି ୪ ହଜାର ଷ୍ଟାଫ୍
  • NDRF, ଓଡ୍ରାଫ୍, ଅଗ୍ନିଶମ, ପୋଲିସ ଆଦି ୪ ହଜାର କର୍ମଚାରୀ ମୁତୟନ
  • କର୍ମଚାରୀ ମୁତୟନ ସଂପର୍କରେ SRC ପ୍ରଦୀପ ଜେନାଙ୍କ ସୂଚନା
  • NDRF ୫୨ଟିମ୍, ଓଡ୍ରାଫ୍ ୬୦ ଟିମ୍, ଅଗ୍ନିଶମ ୨୦୬ ଟିମ୍ ମୁତୟନ
  • ବନ ବିଭାଗର ୮୬ ଗଛ କଟାଳି ଟିମ୍ ମଧ୍ୟ ମୁତୟନ କରାଯାଇଛି
  • ଜରୁରୀ ସ୍ଥିତି ପାଇଁ ୮ଟି ଟିମ୍ ରିଜର୍ଭ ରଖାଯାଇଛି- SRC
  • ସବୁକୁ ମିଶାଇ ପ୍ରାୟ ୪ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି
  • OSAP ପୋଲିସ, ଆପଦାମିତ୍ର, NGO ସ୍ୱେଚ୍ଛାସେବୀ ମଧ୍ୟ ଲାଗିଛନ୍ତି

ଭୁବନେଶ୍ୱର: ବାତ୍ୟାକୁ ନେଇ ସରକାରୀ ସ୍ତରରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ବାତ୍ୟା ପ୍ରଭାବିତ ଜିଲ୍ଲାରେ ମୋଟ୍‌ ୪ ହଜାର ଷ୍ଟାଫ୍ ମୁତୟନ ହୋଇଛନ୍ତି । NDRF, ଓଡ୍ରାଫ୍, ଅଗ୍ନିଶମ, ପୋଲିସ ଆଦି ୪ ହଜାର କର୍ମଚାରୀ ମୁତୟନ ହୋଇଛନ୍ତି। NDRF ର ୫୨ଟିମ୍, ଓଡ୍ରାଫର ୬୦ ଟିମ୍, ଅଗ୍ନିଶମର ୨୦୬ ଟିମ୍ ମୁତୟନ ହୋଇଛନ୍ତି। ବନ ବିଭାଗର ୮୬ ଗଛ କଟାଳି ଟିମ୍ ମଧ୍ୟ ମୁତୟନ କରାଯାଇଛି। ଏହାସହ ଜରୁରୀ ସ୍ଥିତି ପାଇଁ ୮ଟି ଟିମ୍ ରିଜର୍ଭ ରଖାଯାଇଛି ବୋଲି କହିଲେ SRC। ସବୁକୁ ମିଶାଇ ପ୍ରାୟ ୪ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। କେବଳ ଏତିକି ନୁହେଁ OSAP ପୋଲିସ, ଆପଦାମିତ୍ର, NGO ସ୍ୱେଚ୍ଛାସେବୀ ମଧ୍ୟ ଲାଗିଛନ୍ତି।

You might also like