ମୋବାଇଲ ଟାୱାର ଉପରକୁ ଚଢିଗଲା ଶିଶୁ

ଟାୱାର ଉପରେ ଶିଶୁ

ନିଆଳି: ମୋବାଇଲ ଟାୱାରରେ ଚଢ଼ିଗଲା ୪ ବର୍ଷର ଶିଶୁ। ମିଳିଥିବା ସୂଚନା ଅନୁସାରେ, କଣ୍ଟାପଡ଼ା ବ୍ଲକ ନୂଆ ପାଟସୁନ୍ଦରପୁରରେ ଅଭାବନୀୟ ଘଟଣା ଘଟିଛି। ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକ ବି ଫସି ରହିଥିବା ନେଇ ସୂଚନା ରହିଛି। ଶିଶୁକୁ ଧରି ଟାୱାରରୁ ଓହ୍ଲାଇ ପାରୁ ନାହାନ୍ତି ସଂପୃକ୍ତ ଯୁବକ।

ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ। ତେବେ କେଉଁ ପରିସ୍ଥିତିରେ ମୋବାଇଲ ଟାୱାରକୁ ଶିଶୁ ଚଢିଯାଇଛି ସେନେଇ କୌଣସି ସୂଚନା ବର୍ତ୍ତମାନ ସମୟରେ ହସ୍ତଗତ ହୋଇପାରିନାହିଁ।

 

You might also like