• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ବିଶାଖାପାଟନମ୍‌ରୁ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରକୁ ଫେରୁଛନ୍ତି ୪ ଶ୍ରମିକ। ବିଶାଖାପାଟନମ୍‌ଏକ କନଷ୍ଟ୍ରକସନ୍ କଂପାନୀରେ ଏମାନେ କାମ କରୁଥିବାବେଳେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି।

ଗୋଟେ ପଟେ କରୋନା ଭୟ, ଅନ୍ୟପଟେ ଗ୍ୟାସ୍ ଲିକ୍ ଘଟଣାରେ ଭୟଭୀତ ହୋଇ ଏହି ଶ୍ରମିକମାନେ ଚାଲି ଚାଲି ବିଶାଖାପାଟନମ୍‌ରୁ ବାହାରି ଆଜି ତୃତୀୟ ଦିନରେ ଭୁବନେଶ୍ୱରରେ ଆସି ପହଂଚିଛନ୍ତି।

ରାସ୍ତାରେ ଏକ ଟ୍ରଲର୍ ରେ କିଛି ବାଟ ଆସିଥିବାବେଳେ ପୋଲିସ ଭୟରେ ଡ୍ରାଇଭର୍ ସେମାନଙ୍କୁ ଓହ୍ଲାଇ ଦେଇଥିଲେ।

ତେବେ ପ୍ରବଳ ଖରା ଯୋଗୁ ରାସ୍ତାକଡ଼ ଗଛମୂଳେ ଆଶ୍ରୟ ନେଇଥିବାବେଳେ ଏହି ଯୁବକମାନଙ୍କୁ ସ୍ୱେଚ୍ଛାସେବୀମାନେ ପାଣି ଓ ବିସ୍କୁଟ ପ୍ୟାକେଟ୍ ଦେଇଛନ୍ତି।

4-west-bengal-migrant-walk-arrived-bbsr1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories