ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍

ପାଟନା: ବିହାରରେ ଧରା ପଡ଼ିଲା ୪ ରାଜ୍ୟର ମୋଷ୍ଟୱାଣ୍ଟେଡ୍ ଅପରାଧୀ ମାଧବ ରବି ଦାସ। ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ମୋଷ୍ଟ ୱାଣ୍ଟେଡ୍‌ ଥିଲା ମାଧବ।

ବିହାର ଏବଂ ଓଡ଼ିଶା ପୁଲିସ୍‌ ମିଳିତ ଉଦ୍ୟମ କରି କୁଖ୍ୟାତ ଅପରାଧୀ ମାଧବକୁ  ଗିରଫ କରିଥିବା ଜଣାପଡ଼ିଛି। ଗିରଫ୍‌ ପରେ ମାଧବକୁ ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ଓଡ଼ିଶା ପୁଲିସ୍‌ ଆବେଦନ କରିଛି।

ସୂଚନାନୁସାରେ ମାଧବ ପୂର୍ବରୁ ମାଓବାଦୀ ଥିଲା। ପରେ ଡକାୟତ ପାଲଟିଥିଲା।

You might also like