ଡଙ୍ଗାବୁଡ଼ି ୪ ନିଖୋଜ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବର୍ଲାବନ୍ଧ ନାଳରେ ଡଙ୍ଗାବୁଡ଼ି ୪ ନିଖୋଜ। ଗତକାଲିଠୁ ଏମାନେ ନିଖୋଜ ଅଛନ୍ତି। ନାକାମାମୁଡ଼ି ପଞ୍ଚାୟତରେ ଏହି ଅଘଟଣ ଘଟିଛି। ଚାଷ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ ୭ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଅାସିଥିଲେ। ହେଲେ ବାକି ୪ ଜଣଙ୍କ ପତ୍ତା ନାହିଁ। ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରୁଛନ୍ତି ।
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବର୍ଲାବନ୍ଧ ନାଳରେ ଡଙ୍ଗାବୁଡ଼ି ୪ ନିଖୋଜ। ଗତକାଲିଠୁ ଏମାନେ ନିଖୋଜ ଅଛନ୍ତି। ନାକାମାମୁଡ଼ି ପଞ୍ଚାୟତରେ ଏହି ଅଘଟଣ ଘଟିଛି। ଚାଷ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା।
ଡଙ୍ଗାରେ ୭ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଅାସିଥିଲେ। ହେଲେ ବାକି ୪ ଜଣଙ୍କ ପତ୍ତା ନାହିଁ। ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରୁଛନ୍ତି ।