କାର ଭିତରୁ ବାହାରିଲା ମହଣ ମହଣ ସୁନା ରୂପା
ବ୍ରହ୍ମପୁର: ବ୍ରହ୍ମପୁରରେ ଗୋଟିଏ କାର୍ରୁ ଜବତ ହେଲା ୪ କିଲୋ ସୁନା ଓ ୨୩୫ କିଲୋ ରୁପା। କାର୍ରେ ବେଆଇନ ଚାଲାଣ ବେଳେ ଜବତ କଲା ପୋଲିସ। ତାମିଲନାଡୁ ସେଲମରୁ ସୁନା ଓ ରୁପା ଆସିଥିବା ସୂଚନା ମିଳିଛି। ୩ ଜଣଙ୍କୁ ଅଟକ ରଖି ଗୋଷାଣୀ ନୂଆଗାଁ ପୋଲିସ ଜେରା କରୁଛି।
ଆହୁରି ପଢ଼ନ୍ତୁ
ଏ ନେଇ ବ୍ରହ୍ମପୁର ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।