ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ୪ ଅଭିଯୁକ୍ତ ପକ୍ସୋ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ।  ୧୮ ତାରିଖରେ କେସ୍ ଡାଏରୀ ମଗାଯାଇଛି। ୧୮ ତାରିଖରେ ରାୟ ପ୍ରକାଶ ପାଇପାରେ। ତେବେ ଆସନ୍ତା ୧୮ ଯାଏଁ ୪ ଅଭିଯୁକ୍ତ ବିଚାରବିଭାଗୀୟ ହାଜତକୁ ଗଲେ।

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତି ଅଧରେ କ୍ରାଇମବ୍ରାଞ୍ଚ ଚଢାଉ କରି ଏହି ୪ ଜଣଙ୍କୁ ଗିରଫ କରିଛିି ।

You might also like