ଯାଜପୁର ଜିଲ୍ଲାରେ ୨୬ ଘାଇ, ସାଢେ ୪ ଲକ୍ଷ ଲୋକ ପ୍ରଭାବିତ

ଯାଜପୁର: ଯାଜପୁର ଜିଲ୍ଲାର ବରୀ ଓ ରସୁଲପୁର ଅଞ୍ଚଳରେ ପାଖାପାଖି ୧୫ଟି ଘାଇ ସୃଷ୍ଟି ହୋଇଛି।  ଧର୍ମଶାଳା-କଦମପାଳକୁ ସଂଯୋଗ କରୁଥିବା ନଦୀବନ୍ଧର ରମାପୁରଠାରେ ଓ ଦେଓଦା ପଞ୍ଚାୟତର ବାସୁଦେବପୁରରେ ଘାଇ ହୋଇଛି। ଧର୍ମଶାଳା ବ୍ଲକରେ ମଧ୍ୟ ଦୁଇଟି ସ୍ଥାନରେ ଘାଇ ହୋଇଛି। ଏଥିଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

ଧର୍ମଶାଳା ବ୍ଲକର ଅରେଇକଣା, ପଟୁନିଆ, କଦମପାଳ, ଉତ୍ତରପ୍ରତାପ, ମଙ୍ଗଳପୁର, ଦେଓଦା ପଞ୍ଚାୟତ ବିଶେଷ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଜେନାପୁର ଠାରେ ଏବେ ବି ବିପଦ ସଂକେତର ୩ଫୁଟ ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି।

ଯାଜପୁର ଜିଲ୍ଲାରେ ୨୬ଟି ଘାଇ ହୋଇ ୧୨୪ ଗ୍ରାମ ପଞ୍ଚାୟତର ପ୍ରାୟ ୪ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ୧୨ଟି ଦମକଳ ବାହିନୀ ସହ ୪ଟି ଓଡ୍ରାଫ ଓ ୨ଟି ଏନ୍‌ଡିଆର୍‌ଏଫ୍ ଉଦ୍ଧାର କାର୍ଯ୍ୟ କରିବା ସହ ପାଣି ଘେରରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like