ଜଳପଥରେ ଚେନ୍ନାଇରୁ ଚିକିଟି ଆସିଲେ ୩୯, ଅଧାବାଟରୁ ମତ୍ସ୍ୟଜୀବୀ ଗାଏବ!

ବ୍ରହ୍ଣପୁର: ପୁଣି ସମୁଦ୍ର ରାସ୍ତାରେ ଗଞ୍ଜାମକୁ ଫେରିଲେ ମତ୍ସ୍ୟଜୀବୀ। ଚେନ୍ନାଇରୁ ଡଙ୍ଗା ଯୋଗେ ଚିକିଟି ବ୍ଲକ ରାମେୟାପାଟଣା କୂଳରେ ପହଞ୍ଚିଛନ୍ତି ୧୦ରୁ ୧୨ ଜଣ ମତ୍ସ୍ୟଜୀବୀ। ତେବେ ବଡ଼ କଥା ହେଉଛି, ଡଙ୍ଗାରେ ୩୯ ଜଣ ଫେରୁଥିବା ବେଳେ ଅଧା ବାଟରେ ଅନ୍ୟମାନେ ଓହ୍ଲାଇପଡ଼ିଥିବା ସନ୍ଦେହ କରାଯାଉଛି। ସେମାନେ ଆନ୍ଧ୍ର ପ୍ରଦେଶ ଏବଂ ସୋନପୁର ଅଞ୍ଚଳରେ ଓହ୍ଲାଇଥିବା ସୂଚନା ମିଳିଛି।

ପୂର୍ବରୁ ଲକଡାଉନ୍ ଭାଙ୍ଗି ଚେନ୍ନାଇରୁ ଗଞ୍ଜାମ ଆସିଥିଲେ ବହୁ ମତ୍ସ୍ୟଜୀବୀ। ସମୁଦ୍ର ପଥରେ ମତ୍ସ୍ୟଜୀବୀ ଏବଂ ଶ୍ରମିକ ଫେରୁଥିବାରୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ ଏହା ପରେ ବି ସମୁଦ୍ର ଯୋଗେ ମତ୍ସ୍ୟଜୀବୀ ଫେରିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

You might also like