ଭୁବନେଶ୍ୱର:ଆଜି ଭୁବନେଶ୍ୱର ୩୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୪୫ ଏବଂ ଲୋକାଲ କେସ୍ ୨୩୧ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଟ୍:ିଟ କରି ସୂଚନା ଦେଇଛି ।
ମିଳିଥିବା ଖବର ଅନୁଯାୟୀ ଆଜି ୯ ଜଣ ପୋଲିସ କର୍ମଚାରୀଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ସୂଚନାଥାଉ କି, ଆଜି ସୁଦ୍ଧା ବିଏମସି ଅଞ୍ଚଳରୁ ମୋଟ୍୧୪୦୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 8th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/IMfgN6H7Um— BMC (@bmcbbsr) September 8, 2020