ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୭୬ କରୋନା ପଜିଟିଭ

ଭୁବନେଶ୍ୱର:ଆଜି ଭୁବନେଶ୍ୱର ୩୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୪୫ ଏବଂ ଲୋକାଲ କେସ୍ ୨୩୧ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଟ୍‌:ିଟ କରି ସୂଚନା ଦେଇଛି ।

ମିଳିଥିବା ଖବର ଅନୁଯାୟୀ ଆଜି ୯ ଜଣ ପୋଲିସ କର୍ମଚାରୀଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ସୂଚନାଥାଉ କି, ଆଜି ସୁଦ୍ଧା ବିଏମସି ଅଞ୍ଚଳରୁ ମୋଟ୍‌‌୧୪୦୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

You might also like