• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ମହଙ୍ଗା ପଡିଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିବା। ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇ ଟ୍ୱିନ୍‌ ସିଟିର ୩୭୦ ଜଣ ଲୋକ ଫସି ଯାଇଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ କଟକଣା ଜାରି କରାଯାଇଥିଲା। ହେଲେ କିଛି ଲୋକ ଏହାକୁ ମାନିନଥିବା ଦେଖିବାକୁ ମିଳିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା ନେଇ ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କମିଶନରେଟ୍ ପୁଲିସ୍ କଟକ ଓ ଭୁବନେଶ୍ୱରରେ ଏମିତି ୩୭୦ ଜଣଙ୍କୁ ଚିହ୍ନଟି କରିଛି, ଯେଉଁମାନେ ଧାର୍ଯ୍ୟ ସମୟ ବାହାରେ ବାଣ ଫୁଟାଇଥିଲେ।

ଏମାନଙ୍କ ମଧ୍ୟରୁ ୧୪୦ ଜଣଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରିଛି। ଅନ୍ୟ ୨୩୦ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।  ଏମାନଙ୍କଠାରୁ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।

https://youtu.be/qh6LJNWWqTg

370-persons-in-twin-cities-face-police-action-for-violating-sc-directives-on-bursting-of-crackers-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories